ତୁଳା ଭିଣିବା
ଦେଖଣା
ତୁଳା ଭିଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତୁଳା ଭିଣିବା
|
ଦେଶଜ - କ୍ରି. (ତୁଳା+ସଂସ୍କୃତ - ଧ, ଧୂ. ଧାତୁ=କମ୍ପନ ଧୂନୋତିର ଅପଭ୍ରଂଶ ଭିବୋ)
[ସମ୍ପାଦନା]ତୁଳାକୁ ଧନୁକାକାର ଯନ୍ତ୍ରର ଗୁଣର ଆଘାତରେ ନରମ କରିବା —To card cotton; to pick crude cotton into soft cotton wool.