ତୁଳି
ଦେଖଣା
ତୁଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୂଳ)
[ସମ୍ପାଦନା]- ୧. ତୁଳା — ୧. Cotton.
- ୨. ତୁଳାରେ ତିଆରି ଶଯ୍ୟା; ଶେଜ; ତୋଷକ; ଲେପ — ୨. A quilt; a cushion stuffed with cotton wool.
ଜାତି ରତୁଦୀପ, ଟାଣି ଚନ୍ଦ୍ରାତପ, ହଂସୁଲି ତୁଳିକି ପାରି ପ୍ରାଚୀନ. ସଙ୍ଗୀତ
- ୩. (ସଂସ୍କୃତ - ତୁଳ. ଧାତୁ=ଉପରକୁ ଉଠାଇବା)—ଚାଳଘରର ଶୀର୍ଷ ସ୍ଥାନ —୩. The ridge of a triangular thatch or gabled roof.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚିତ୍ରକରର ବର୍ତ୍ତିକା —୩. Painter's brush; painter's hair-pencil.
[ ଦ୍ର—ଖଣ୍ଡେ କାଠିର ଅଗରେ ଗୋଛାଏ ଛୋଟ ବାଳ ବନ୍ଧାଯାଇ ତୂଳି ତିଆରି କରଯାଏ]
- ୨. ତନ୍ତୁବାୟର ତୁରୀ; ମାକୁ — ୨. Ashuttle used by the weaver.
ଦେଶଜ - ବିଶେଷଣ -
[ସମ୍ପାଦନା]ତୁଳା ନିର୍ମିତ —Made of cotton.
(ଯଥା—ତୁଳି ସୁପାତି)