Jump to content

ତୁଳିଆ ଖୁଣ୍ଟ

ଉଇକିଅଭିଧାନ‌ରୁ

ତୁଳିଆ ଖୁଣ୍ଟ

ଉଚ୍ଚାରଣ

[ସମ୍ପାଦନା]

(ତୁଳିଆ ଖମ୍ୱ—ଅନ୍ୟରୂପ)

ପାରିଆ ଖୂଣ୍ଟ,ପାଡ଼ିଆ ଖୂଣ୍ଟବିପରୀତ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଳ ଧାତୁ=ଉପରକୁ ଉଠାଇବା)

[ସମ୍ପାଦନା]

ନାହାଚାଳିଆ ବା ତିନିଶେଣିଆ ଘରର ସର୍ବୋଚ୍ଚ ଖୂଣ୍ଟଦ୍ୱୟ (ଯାହା ଉପରେ ତୁଳିଆ ଶେଣୀ ରଖାଯାଏ) —The higher pillars of a gabled house; the higher pair of pillars supporting the highest ridge-plate.