Jump to content

ତୁଳିବା

ଉଇକିଅଭିଧାନ‌ରୁ

ତୁଳିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ତଳ୍ ଧାତୁ)

[ସମ୍ପାଦନା]

ଓଜନ କରିବା — ୧. To weigh.

ପୂର୍ବେ ଦେବ ଋଷି ଏକଠା ହୋଇଲେ ତୁଳିବାକୁ ତୁଳାଦଣ୍ଡେକ ଆଣିଲେ—କୃଷ୍ଣସିଂହ. ମହାଭାରତ. ଆଦି

୨. ଉପମା କରିବା; ତୁଳନା କରିବା; କଛିବା — ୨. To compare.

କୁନ୍ଦ ବିକଶନ ତା ନେତ୍ର ହସନ ଦୁଇ ଶୋଭା ନେତ୍ର ତୁଳିବାକୁ— କବିସୂର୍ଯ୍ୟ. ସଙ୍ଗୀତ

୩. ସମାନ କରିବ —୩. To equalise.
୪. କଷିବା —୪. To test.

ପ୍ରାଦେଶିକ - (ବାଲେଶ୍ୱର)

[ସମ୍ପାଦନା]

ତୋଳିବା —To pick.