Jump to content

ତୁଳି କାଠ

ଉଇକିଅଭିଧାନ‌ରୁ

ତୁଳି କାଠ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୂଳି)

[ସମ୍ପାଦନା]

ତନ୍ତିମାନଙ୍କ ଲୁଗା ବୁଣିବା କାଠ; ଯହିଁରେ ଲୁଗାର ବୁଣା ଅଂଶ ଗୁଡ଼ିଆ ଯାଏ — Weaver's roller; beam or back-beam of a hand-loom.