ତୁଳ୍ (ଧାତୁ)
ଦେଖଣା
ତୁଳ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ତୁଳନା କରିବା — ୧. To compare.
- ୨. ଓଜନକରିବା —୨. To weight.
- ୩. ସଦୃଶ୍ୟ ହେବା —୩. To be equal.
ତୁଳ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ଓଜନ କରିବା — ୧. To weigh
- ୨. ତଡ଼ି ଦେବା —୨. To drive out (Apte).
- ୩. ପୂର୍ଣ୍ଣ କରିବା —୩. To fill (Apte).
- ୪. ମାପିବା —୪. To measure.