Jump to content

ତୁଷ

ଉଇକିଅଭିଧାନ‌ରୁ

ତୁଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୁଷ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ତଷୂ; ଚୋକଡ଼; ଧାନ୍ୟାଦି ଶସ୍ୟର ଚୋପା; ଭୂଷି —୧. Chaff; husk of grain.
୨. ବିଭୀତକ ବା ବାହାଡ଼ାଗଛ — ୨. The Beleric Myrobalan (tree).
୩. ଡିମ୍ୱର ଖୋଳପା (ହିନ୍ଦୀ - ଶବ୍ଦସାଗର) — ୩. The shell of an egg.