ତୁଷାମ୍ୱୁ
ଦେଖଣା
ତୁଷାମ୍ୱୁ
ଉଚ୍ଚାରଣ
[ସମ୍ପାଦନା](ତୁଷୋତ, ତୁଷୋଦକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. ତୂଷ ମିଶ୍ରିତ ଅମ୍ୱୁ)
[ସମ୍ପାଦନା]ଚଷୁ ସହିତା ଯବଧାନକୁ କୁଟି ତାହାକୁ ସଢ଼ାଇ ତିଆରି କରିବ ଏକପ୍ରକାର କାଞ୍ଜି — A kind of fermented gruel made with barley grains pounded with chaff and put in water.
[ ଦ୍ର—ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଅଗ୍ନିଦୀପକ, ପାଚକ, ହୃଦୟଗ୍ରାହୀ ଓ ତୀକ୍ଷ୍ଣ—ହିନ୍ଦୀ - ଶବ୍ଦସାଗର ]