Jump to content

ତୁଷାର କଣା

ଉଇକିଅଭିଧାନ‌ରୁ

ତୁଷାର କଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତୁଷାର+କଣ, କଣା)

[ସମ୍ପାଦନା]
୧. ବରଫର କ୍ଷୁଦ୍ର ଖଣ୍ଡ — ୧. Minute flakes of snow.
୨. କାକରର କ୍ଷୁଦ୍ର କ୍ଷୁଦ୍ର ବିନ୍ଦୁ — ୨. Minute drops of dew.