Jump to content

ତୁଷାର ପାତ

ଉଇକିଅଭିଧାନ‌ରୁ

ତୁଷାର ପାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତୁଷାର+ପାତ)

[ସମ୍ପାଦନା]
୧. ବରଫ ପଡ଼ିବା — ୧. Snow—fall.
୨. କାକର ପଡ଼ିବା —୨. Fall of dew.