ତୁଷିତ
ଦେଖଣା
ତୁଷିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ତୁଷ୍ ଧାତୁ+ସଂଜ୍ଞାର୍ଥେ ଇତ)
[ସମ୍ପାଦନା]- ୧. ଗଣଦେବତା— ବିଶେଷ —୧. Name of a class of collective Dieties.
[ଦ୍ରଷ୍ଟବ୍ୟ —ଏ ଗଣଦେବତାମାନେ ସଂଖ୍ୟାରେ ୧୨: ଅଟନ୍ତି ଓ ମନ୍ୱନ୍ତର ଅନୂସାରେ ଏମାନେ ଆପଣା ଆପଣା ଭିତରେ ନାମ ବଦଳା— ବଦଳି କରନ୍ତି—ହିନ୍ଦୀ - ଶବ୍ଦସାଗର ]
- ୨. ବିଷ୍ଣୁ (ହିନ୍ଦୀ - ଶବ୍ଦସାଗର) —A name of Bishṇu.
- ୩. ବୈଦ୍ଧ ଶାସ୍ତ୍ରୋକ୍ତ ସ୍ୱର୍ଗବିଶେଷ —୩. Name of a heaven of the Buddhists.