ତୁଷ୍ଟିମାନ୍
ସନ୍ତୋଷଯୁକ୍ତ — Contented.
=== ବିଶେଷ୍ୟ - (ଭାଗବତ)
ଉଗ୍ରସେନର ପୁତ୍ର କଂସର ଭାଇ (ଅନ୍ୟନାମ ତୁଷ୍ଟି) A broughter of king 'Kaṁsa'.