Jump to content

ତୁହିନ

ଉଇକିଅଭିଧାନ‌ରୁ

ତୁହିନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତୁହ୍ ଧାତୁ=ପୀଡ଼ାଦେବା+କର୍ତ୍ତୃ. ଇନ)

[ସମ୍ପାଦନା]
୧. ହିମ —୧. Cold.
୨. କୁହୁଡ଼ି —୨. Mist; fog.
୩. କାକର —୩. Dew; hoarfrost.
୪. ଚନ୍ଦ୍ର କିରଣ; ଜ୍ୟୋତତ୍ସ୍ନା —୪. Moonlight.

ବିଶେଷଣ -

[ସମ୍ପାଦନା]
୧. ଶୀତଳ; କାକର; ଥଣ୍ଡା — ୧. Cold; cool.
୨. ହେମ କାକର; ବରଫ ପରି ଥଣ୍ଡା —୨. Ice- cold.

===ଗ୍ରାମ୍ୟ - (ପଦ୍ୟ) ବାକ୍ୟ (ଓ. ତୁ+ସଂସ୍କୃତ - ହୀନ)

ତୁ ହୀନ ଅଟୁ — Thouy art mean

ବିଧାତା କୁହିନ ବୋଲିଛି ଜାଣି ବିଦଗ୍ଧ କରୁ ତ ପଦ୍ମିନୀଶ୍ରେଣୀ—ଭଞ୍ଜ, ବୈଦେହୀଶବିଳାସ