Jump to content

ତୁହିନ କର

ଉଇକିଅଭିଧାନ‌ରୁ

ତୁହିନ କର

ଉଚ୍ଚାରଣ

[ସମ୍ପାଦନା]

(ତୁହିନଦୀଧିତି, ତୁହିନାଂଶ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତୁହିନ+କର)

[ସମ୍ପାଦନା]
୧. ଚନ୍ଦ୍ର — ୧. The moon.
୨. କର୍ପୂର — ୨. Camphor.