Jump to content

ତୁ ତ୍ଥ

ଉଇକିଅଭିଧାନ‌ରୁ

ତୁ ତ୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୁଜ୍ ଧାତୁ= ବ୍ୟଥିତ କରିବା ବା କଷ୍ଟଦେବା+ କର୍ତ୍ତୃ. ଥ)

[ସମ୍ପାଦନା]
୧. ତୁତିଆ —୧. Blue vitriol; copper sulphate.
୨. ରସାଞ୍ଜନ —୨. Antimony.
୩. ଅଗ୍ନି —୩. Fire.