Jump to content

ତୂଣ

ଉଇକିଅଭିଧାନ‌ରୁ

ତୂଣ

ଉଚ୍ଚାରଣ

[ସମ୍ପାଦନା]

(ତୂଣୀ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ତୂଣ. ଧାତୁ+କର୍ତ୍ତୃବାଚ୍ୟେ. ଅ; ଯାହା ବାଣରେ ପୂର୍ଣ୍ଣ ଥାଏ)

[ସମ୍ପାଦନା]
୧. ଶରମୁଣା; ବାଣ ରଖିବାର ଥଳି ବା ଖୋଳ; ଶରଧି — ୧. A quiver (for arrows).
୨. ତୂଣକ (ଦେଖ) - —Tūṇaka (See)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ତେମନ; ତୃଣାନ୍ନ)

[ସମ୍ପାଦନା]

ବ୍ୟଞ୍ଚନ; ତିଅଣ —Curry.