ତୂଣକ
ସଂସ୍କୃତର ଛନ୍ଦୋବିଶେଷ; ଏଥିରେ ୧୫: ଗୋଟି ଅକ୍ଷର ଥାଏ; ଏଥିର ଅଯୁଗ୍ମ ବର୍ଣ୍ଣମାନ ଗୁରୁ ଓ ଯୁଗ୍ମ ବର୍ଣ୍ଣମାନ ଲଘ —A measure of verse with ୧୫ letters in which the odd letters are long and even letters short.
(ଯଥା—ରାମ ରାମ ରାମ ରାମ ରାମ ରାମ ରାମ ହେ)