ତୂଣୀ
ଦେଖଣା
ତୂଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୂଣ ଧାତୁ+ସଂଜ୍ଞାର୍ଥ. ଈ)
[ସମ୍ପାଦନା]- ୧. ତୂଣ; ଶରମୃଣା — ୧. Quiver for arrows.
- ୨. ନୀଳଗୁଳ୍ମ —୨. Indigo plant.
- ୩. ମୁତ୍ରାଶୟରୁ ବ୍ୟଥା ଉଠିବା ବାତରୋଗବିଶେଷ (ହିନ୍ଦୀ - ଶବ୍ଦସାଗର) —୩. A kind of disease.
ସଂସ୍କୃତ - ବିଶେଷଣ - ପୁଂ. (ତୁଣ+ଇନ୍; ୧ମା. ୧ବ)
[ସମ୍ପାଦନା]ତୃଣଧାରୀ — Bearing a quiver.