ତୂବର
ଦେଖଣା
ତୂବର
ଉଚ୍ଚାରଣ
[ସମ୍ପାଦନା](ତୂବରକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ତୂ ଧାତୁ+ବର)
[ସମ୍ପାଦନା]- ୧. ଅଜାତଶୃଙ୍ଗ ଗୋରୁ — ୧. Cattle which has not yet grown horns.
- ୨. ଶୃଙ୍ଗହୀନ ବୃଷ —୨. A hornless bull.
- ୩. ମାଖୁନା ବା ଶ୍ମଶ୍ରୁହୀନ ଲୋକ — ୩. A beardless man.
- ୪. ନପୁଂସକ —୪. An eunoch,
- ୫. କଷାୟ ରସ —୫. Astringent taste.
ବରତମାନରେ ତାହା ସ୍ମାଦନ ବିହୀନେ ଅନ ତୁବର— ଭଞ୍ଜ. ବୈଦେହୀଶବିଳାସ
ବିଶେଷଣ -
[ସମ୍ପାଦନା]- ୧. କଷା —୧. Of astringent taste.
- ୨. ନପୁଂସକ —୨. Neuter; unmanly.