ତୂର୍ଣ୍ଣ
ଦେଖଣା
ତୂର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ତୂର୍ ଧାତୁ=ଶୀଘ୍ର ଗମନ କରିବା+କର୍ତ୍ତୃ. ତ)
[ସମ୍ପାଦନା]ତ୍ୱରାନ୍ୱିତ ହେବା; ଦ୍ରୁତ — Speedy; hasty; brisk; swift.
ସଂସ୍କୃତ - କ୍ରି. ବିଶେଷଣ - (ସଂସ୍କୃତ - ତୂର୍ଣ୍ଣଂ; ତୂର୍ ଧାତୁ+ତ)
[ସମ୍ପାଦନା]ଅବିଳମ୍ୱେ; ଅତିଶୀଘ୍ର; ସତ୍ୱର; ତ୍ୱରିତ, ତୁରନ୍ତ — Sharp; speedily; swiftly; hastily.
ପାଛୋଟି ଯିବ ଉଠି ତାହାକୁ ତୁର୍ଣ୍ଣରେ—କୃଷ୍ଣସିଂହ. ମହାଭାରତ. ବନ