Jump to content

ତୂର୍ଯ୍ୟ

ଉଇକିଅଭିଧାନ‌ରୁ

ତୂର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

(ତୁର୍ଯ—ଅନ୍ୟରୁପ)

  • (file)

ସଂସ୍କୃତ - ବିଶେଷ୍ୟ - (ତୂର ଧାତୁ+କର୍ମ. ଯ; ବା ଚତୁର+ଯ)

[ସମ୍ପାଦନା]
୧. ବାଦ୍ୟଯନ୍ତ୍ରବିଶେଷ — ୧. A musical instrument.
୨. ଏକତ୍ର ବାଦିତ ବିବିଧ ବାଦ୍ୟ — ୨. Many musical instrments struck simultaneously; a band of musical instruments.
୩. (ଚତୁର+ସମ୍ୱନ୍ଧାର୍ଥେ. ଯ; ଚତୁର ସ୍ଥାନରେ ତୁର୍ ଆଦେଶ) ଚତୁର୍ଥାଂଶ — ୩. A fourth part; a quarter.
୪. ଯୋଗର ଚତୁର୍ଥ ଅବସ୍ଥା; ତୁରୀୟ ଅବସ୍ଥା — ୪. The fourth step in j̄oga-practice.