Jump to content

ତୂଳିକା

ଉଇକିଅଭିଧାନ‌ରୁ

ତୂଳିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୁଳି+କ+ଆ)

[ସମ୍ପାଦନା]
୧. ତୁଳି (ଦେଖ) - ୧. Tuḻi (See)
୨. କାଠକୁ ଭଅଁର କରିବା ଯନ୍ତ୍ର — ୨. A boring instrument (Apte)
୩. ଧାତୁ ତରଳା ହୋଇ ଢଳା ହେବା ଛାଞ୍ଚ — ୩. An ingot mould (Apte).
୪. କ୍ଷତାଦିର ଗଭୀରତା ନିରୂପଣାର୍ଥ ବ୍ୟବହୃତ କାଠି — ୪. A probing rod (Apte).