Jump to content

ତୂଳୀ

ଉଇକିଅଭିଧାନ‌ରୁ

ତୂଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୂଳ ଧାତୁ+ଈ)

[ସମ୍ପାଦନା]
୧. ତୂଳା —୧. Cotton.
୨. ଦୀପର ବତି — ୨. The wick of a lamp (Apte)
୩. ତନ୍ତୀର ତାସଣ —୩. A weaver's fibrous stick or brush (Apte).
୪. ଚିତ୍ରକରର ଚିତ୍ର—ଲେଖନୀ — ୪. A painter's brush (Apte).
୫. ନୀଳ ଗୁଳ —୫. The indigo plant (Apte).