ତୂଳ ନାଳି
(ତୂଳ ନାଳିକା—ଅନ୍ୟରୂପ)
ତୁଳାର ବରଣା; ତୁଳା ବଳା ହୋଇ କରା ଯାଇଥିବା ଲମ୍ୱ ପିଣ୍ଡ — A skein of cotton; twist cotton; a thick roll of cotton drawn out for spinning.