Jump to content

ତୂଷ୍ଣୀକ

ଉଇକିଅଭିଧାନ‌ରୁ

ତୂଷ୍ଣୀକ

ଉଚ୍ଚାରଣ

[ସମ୍ପାଦନା]
(ତୂଷ୍ଣୀକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୂଂ. (ତୂଷ୍ଣୀଂ+ଈକ)

[ସମ୍ପାଦନା]

ମୌନୀ; ନୀରବ — Silent; grave; taciturn.

(ତୁଷ୍ଣୀଂମକ, ତୁଷ୍ଣାମିକ—ଅନ୍ୟରୂପ)