Jump to content

ତୂସୀ

ଉଇକିଅଭିଧାନ‌ରୁ

ତୂସୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ -(ତିବ୍ୱତୀଭାଷା. ଥୋସ୍)

[ସମ୍ପାଦନା]
୧. ସ୍କେଟର ରଙ୍ଗପରି ଫକା କଳା —୧. Slate-coloured.
୨. ତୁସ୍ ଲୋମ ନିର୍ମିତ — ୨. Made of the Tūs wool.

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ତୁସ୍ ଲୋମରେ ବୁଣା ଉତ୍କୃଷ୍ଟ ବହୁମୁଲ୍ୟ ଶାଲ — Shawl made from the fine Tūs wool.