Jump to content

ତୂସ୍

ଉଇକିଅଭିଧାନ‌ରୁ

ତୂସ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ତିବ୍ୱତୀଭାଷା—ଥୋସ୍)

[ସମ୍ପାଦନା]
୧. ହିମାଳୟର ଅତି ଶୀତଳ ପ୍ରଦେଶରେ ବିଚରଣ କରୁଥିବା ଏକଜାତୀୟ ଛେଳିର ଖୂବ ପତଳା ଲୋମ; ପଶମ —୧. Fine wool obtained from a kind of goat found in the coldest regions of the Himalayas and the Altai mountains.

[ ଦ୍ର—ତୁସ୍ ଫତ୍ପାଦନକାରୀ ଛେଳି ହିମାଳୟର ଉଚ୍ଚତମ ଓ ଶୀତଳତମ ପ୍ରଦେଶରେ କାଶ୍ମୀରଠାରୁ ଭାରତର ଉତ୍ତର ପଶ୍ଚିମ ଆଲଟାଇ ପର୍ବତପର୍ଯ୍ୟନ୍ତ ବିଚରଣ କରନ୍ତି ଏ ଛେଳିର ଚମ଼ଡ଼ା ଉପରେ ଖୁବ୍ ଘନ ଲୋମର ସ୍ତର ଥାଏ ଓ ଉକ୍ତ ଲୋମର ମୂଳରେ ଖୁବ୍ ପତଳା ଓ ତୁଳାପରି ଯେଉଁ ନରମା ପଶମ ଥାଏ ତାହାକୁ ତୂସ୍ ବୋଲାଯାଏ ଏହି ତୁସ୍ ପଶମର ବର୍ଣ୍ଣଫକାକଳା ବା ଶ୍କେଟ୍ର ରଙ୍ଗପରି ଏହି ତୁସ୍ରେ ବୁଣା ଶାଲ ବହୁ ମୃଲ୍ୟବାନ୍ ଏହି ଛେଳିର ଚମର ଉପର ପାଖେ ଯେଉଁ ଲୋମ ଥାଏ ତାହା ତୂସ୍ ଅପେକ୍ଷା ଟାଣୁଆ ଓ ମୋଟ ଓ ସେହି ଲୋମରେ ସୂତା ବଳାଯାଇ ପଟ୍ଟୁନାମକ ବସ୍ତ୍ର ତିଆରି ହୁଏ; ହିନ୍ଦୀ - ଶବ୍ଦସାଗର]

୨. ତୁସ୍ ପଶମରେ ତିଆରି କମ୍ୱଳ —୨. Blanket made from the fine wool of the above goat.