Jump to content

ତୃଣଚର

ଉଇକିଅଭିଧାନ‌ରୁ

ତୃଣଚର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତୃଣ+ଚର ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯେଉଁ ଜୀବ ଘାସ ଆଦି ଚରନ୍ତି — (animals) Grazing on grass; graminivorous.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗୋମେଦ ମଣି (ହିନ୍ଦୀ - ଶବ୍ଦସାଗର) — A kind of gem (Apte); topaz.