ତୃଣତ୍ୱ
ଦେଖଣା
ତୃଣତ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୃଣ+ଭାବ. ତ୍ୱ)
[ସମ୍ପାଦନା]- ୧. ତୃଣର ଅବସ୍ଥା — ୧. The quality of a grass.
- ୨. ଲଘୁତା —୨. Lightness.
- ୩. ହୀନତା; ଦୈନ୍ୟ —୩. Humility; lowness.
[ ଦ୍ର—ତୋଫାନ ବା ସ୍ରୋତ ବଡ଼ ବ଼ଡ଼ ଗଛମାଙ୍କୁ ଉପାଡ଼ି ପକାଏ, କିନ୍ତୁ ତୂଣ ନଇଁ ପଡ଼ିବାରୁ ତାହାର ତୋଫାନରେ କିଛି ଅନିଷ୍ଟ ହୁଏ ନାହିଁ, ଏହି ଲକ୍ଷଣାରୁ ଦୈନ୍ୟ ଅର୍ଥ ସୁଚିତ ହୋଇଅଛି ]