Jump to content

ତୃଣବତ୍

ଉଇକିଅଭିଧାନ‌ରୁ

ତୃଣବତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ତୃଣ+ସଦୃଶାର୍ଥେ ବତ୍)

[ସମ୍ପାଦନା]

ଘାସ ପରି; ତୃଣ ସଦୃଶ — Like grass.

ବିଶେଷଣ -

[ସମ୍ପାଦନା]
୧. ଅକିଞ୍ଚିତ୍କର; ନଗଣ୍ୟ; ଘାସ ପରି ହେୟ — ୧. Beneath notice (as one looks down upon the grass.)
୨. ତୁଚ୍ଛ —୨. Contemptible; worthless.
୩. (ତୃଣ+ଅଛି ଅର୍ଥରେ ବତ୍)—ତୃଣପୂର୍ଣ୍ଣ — ୩. Grassy; full of grass.