Jump to content

ତୃଣାଙ୍କୁର

ଉଇକିଅଭିଧାନ‌ରୁ

ତୃଣାଙ୍କୁର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (୬ଷ୍ଠୀ ତତ୍; ତୃଣ+ଅଙ୍କୁର)

[ସମ୍ପାଦନା]

ବାଳୁଙ୍ଗା ଧାନର ଶୃଙ୍ଗ —The beard of wild paddy.

ବଞ୍ଛକ ଅଛି ଲୁଚାଇ, ତୃଣାଙ୍କୁରେ ଭେଦ ହୋଇ ଗଣ୍ଡକର ଦେହ ତଥା ଏହି ଯେ ଭଞ୍ଜ. ବୈଦେହୀଶବିଳାସ