Jump to content

ତୃଣାବର୍ତ୍ତ

ଉଇକିଅଭିଧାନ‌ରୁ

ତୃଣାବର୍ତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ନାମ)

[ସମ୍ପାଦନା]
୧. କଂସର ଅନୁଚର ଦୈତ୍ୟବିଶେଷ — ୧. Name of demon killed by Kṛushṇa

[ ଦ୍ର—ଏ କଂସର ଆଦେଶରେ ତୃଣ ଓ ଧୂଳିର ଘୂର୍ଣ୍ଣିବାୟୁର ରୂପ ଧାରଣ କରି କୃଷ୍ଣଙ୍କୁ ଉଡ଼ାଇ ନେଇ ବଧ କରିବାକୁ ଆସିଥିଲା, କିନ୍ତୁ ଶେଷରେ କୃଷ୍ଣଙ୍କଦ୍ୱାରା ନିହତ ହୋଇଥିଲା]

ପୋଡ଼ୁ ସେ ତୃଣାବର୍ତ୍ତପଣ; ପୋଡ଼ୁ ପୂତନା ବିଷସ୍ତନ ଭୂପତି ପ୍ରେମପଞ୍ଚାମୃତ

୨. ଘୂର୍ଣ୍ଣିବାୟୁ; ଖଣ୍ଡିଆଭୂତ — ୨. A tornado; whrlwind.