Jump to content

ତୃଣୀକୃତ

ଉଇକିଅଭିଧାନ‌ରୁ

ତୃଣୀକୃତ

ଉଚ୍ଚାରଣ

[ସମ୍ପାଦନା]

(ତୃଣୀକରଣ—ବି)

ସଂସ୍କୃତ - ବିଶେଷଣ - (ତୃଣ+ଅଦ୍ଭୂତ ତଦ୍ଭାବେ. ଚ୍ୱି+କୃତ)

[ସମ୍ପାଦନା]
୧. ଯାହାକୁ ତୃଣବତ୍ ହୀନ ଜ୍ଞାନ କରାଯାଇ ଥାଏ — ୧. Treated with contempt.
୨. ଯାହାକୁ ଅନ୍ୟ କେହି ଘୋଡ଼ାଇ ପକାଏ — ୨. Eclipsed; obscured.