Jump to content

ତୃଣ କୁଙ୍କୁମ

ଉଇକିଅଭିଧାନ‌ରୁ

ତୃଣ କୁଙ୍କୁମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରୋହିଷତୃଣ; ସୁଗନ୍ଧି ଘାସ— (ହି, ଶବ୍ଦସାଗର) — A kind of scented grass.


[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ସଂସ୍କୃତ - ନାମ ତୃ ଣାସ୍ର, ଗନ୍ଧତୃଣ, ଶୋଣିତ, ତୃଣପ୍ଲସ୍ପ, ଗନ୍ଧାଧିକ, ତୃଣୋତ୍ଥ, ତୃଣଗୌର ଓ ଲୋହିତ ବୌଦ୍ୟଶାସ୍ତ୍ର ମତରେ ଏହା କଟୁରସ, ଉଷ୍ଣବୀର୍ଯ୍ୟ, ଭାସ୍ୱର ଏବଂ କଫ, ବାୟୁ, ଶୋଥ, କଣ୍ଡୁ, ପାମା, କୁଷ୍ଠ ଓ ଆମଦୋଷ ନାଶକ— ଦେବେନ୍ଦ୍ର—ଦ୍ରବ୍ୟଗୁଣ]

୨. ସୁଗନ୍ଧବିଶେଷ — ୨. A variety of perfume (Apte)