ତୃଣ ଜଳାୟୁକା
ଦେଖଣା
ତୃଣ ଜଳାୟୁକା
ଉଚ୍ଚାରଣ
[ସମ୍ପାଦନା](ତୃଣଜଳୁକା, ତୁଣଜଳୌକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ତୃଣ+ଜଳ+ଓକସ୍)
[ସମ୍ପାଦନା]- ୧. ସମ୍ୱାଲୁଆ — ୧. Caterpillar (Apte).
- ୨. ଏକପ୍ରକାର ଜୋକ (ହିନ୍ଦୀ - ଶବ୍ଦସାଗର) — ୧. A kind of leech.
[ ଦ୍ର—ତୃଣଜଳୌକାନ୍ୟାୟ—ଯେଉଁ ପରି ସମ୍ୱାଳୁଆ ଗୋଟୀ ବାନ୍ଧି ତହିଁରେ ଆବଦ୍ଧ ହୋଇ ନିଜ ଶରୀରକୁ ତ୍ୟାଗ କରି ପ୍ରଜାପତି ରୂପଧାରଣ କରେ, କିମ୍ୱା ଜୋକ ଗୋଟିଏ ତୃଣକୁ ଛାଡି ଅନ୍ୟ ତୃଣରେ ଯାଇ ଲାଗେ. ସେହିପରି ଆତ୍ମା ଏକ ଶରୀର ତ୍ୟାଗ କରି ଶରୀରାନ୍ତର ଧାରଣ କରିବା ସମ୍ପର୍କରେ ନୈୟାୟିକମାନ ଏ ନ୍ୟାୟ ପ୍ରୟୋଗ କରନ୍ତି]