Jump to content

ତୃଣ ଜୀବୀ

ଉଇକିଅଭିଧାନ‌ରୁ

ତୃଣ ଜୀବୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତୃଣ+ଜୀବ୍. ଧାତୁ+ଇନ୍; ୧ମା. ୧ବ.)

[ସମ୍ପାଦନା]

ଯେ ଘାସ ଖାଇ ବଞ୍ଚେ; ତୃଣାଦ — Herbivorous; graminivorous; living on grass.

[ ଦ୍ର—ଗୋରୁ, ମେଣ୍ଢା, ଘୋଡ଼ା, ଛେଳିଆଦି ତୃଣଖାଇ ବଞ୍ଚନ୍ତି ବୋଲି ଏମାନଙ୍କୁ ତୃଣଜୀବୀ ବୋଲାଯାଏ ]