ତୃଣ ଧାନ୍ୟ
ଦେଖଣା
ତୃଣ ଧାନ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତୃଣ+ଧାନ୍ୟ)
[ସମ୍ପାଦନା]- ୧. ନିବାର; ବାଲୁଙ୍ଗାଧାନ — ୧. Paddy grwing wild.
- ୨. କୋଦୁଅ, ସୁଆଁ, ଚିନାଆଦି ଅଯତ୍ର ବର୍ଦ୍ଧିତ ଶସ୍ୟ — ୨. Tares; grains growing wild.
- ୩. କ୍ଷୁଦ୍ର ଧାନ୍ୟ; କୁଧାନ୍ୟ — ୩. Inferior kinds of grains
[ ଦ୍ର—ବୈଦ୍ୟକମତରେ ଏହା କଷାୟ ମଧୁର ରସ, କଟୁବିପାକ ଲଘୁ, ଲେଖାନ ଗୁଣଯୁକ୍ତ, ରୁକ୍ଷ, କ୍ଳେଦନାଶକ, ବୟୁବର୍ଦ୍ଧକ, ମଳରୋଧକ ଏବଂ ପିତ୍ତ , ରକ୍ତ ଓ କଫନାଶକ ]