Jump to content

ତୃଣ ଶୂନ୍ୟ

ଉଇକିଅଭିଧାନ‌ରୁ

ତୃଣ ଶୂନ୍ୟ

ଉଚ୍ଚାରଣ

[ସମ୍ପାଦନା]

(ତୃଣହୀନ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଯେଉଁଠାରେ ଘାସ ନାହିଁ — ୧. Grassless.
୨. ଟଙ୍କ; ଟାଙ୍କି (ସ୍ଥାନ) — ୨. Barren; hilly (ground).

ବିଶେଷ୍ୟ -

[ସମ୍ପାଦନା]
୧. ମଲ୍ଲୀଫୁଲ —୧. The jasmine flower; jasminum Zambac.
୨. କେତକୀ ଫୁଲ —୨. The screwpine flower; Pandanus Odoratissimus.