Jump to content

ତୃତୀୟ

ଉଇକିଅଭିଧାନ‌ରୁ

ତୃତୀୟ

ଉଚ୍ଚାରଣ

[ସମ୍ପାଦନା]
(ତୃତୀୟା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. ଓ କ୍ଳୀ (ତ୍ରୀ+ପୂରଣାର୍ଥେ ତୀୟ)

[ସମ୍ପାଦନା]
୧. ତିନିର ପୂରକ; ଦ୍ୱୀତୀୟର ପରବର୍ତ୍ତୀ —୧. Third.
୨. ତ୍ରିଗୁଣିତ —୨. Thrice the quantity of.

ତୃତୀୟ ତ୍ରସରେଣୁ ଯେହି, ତାହାକୁ ତୃଟି ବୋଲି କହି—ଜଗନ୍ନାଥ. ଭାଗବତ

ଦେଶଜ - ବିଶେଷଣ - (ପଦ୍ୟ)

[ସମ୍ପାଦନା]

ତିନି —Three.

ତୃତୀୟ ନିମେଷରେ କ୍ଷଣ ପଞ୍ଚ କ୍ଷଣରେ କାଷ୍ଠା ପୁଣ—ଜଗନ୍ନାଥ ଭାଗବତ