ତୃତୀୟା ତତ୍ପୁରୁଷ
ଯେଉଁ ତତ୍ପୁରୁଷ ସମାନରେ ୧ମ ଶବ୍ଦର ତୃତୀୟା ବିଭକ୍ତିର ଚିହ୍ନ ଲୋପ ହୋଇଥାଏ —(grammar) The instrumental
compound; a compound composed of words, the first component having the ୩rd case termination which vanishes from the compound word.