Jump to content

ତୃତୀୟା ପ୍ରକୃତି

ଉଇକିଅଭିଧାନ‌ରୁ

ତୃତୀୟା ପ୍ରକୃତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

କ୍ଳୀବ; ନପୁଂସକ — Neuter; eunoch; genderless; sexless.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (କର୍ମଧା) କ୍ଳୀବତ୍ୱ —୧. Impotence.
୨. କ୍ଳୀବ ବ୍ୟକ୍ତି — ୨. An eunoch; a hermaphrodite.
୩. (ବ୍ୟାକରଣ) କ୍ଳୀବ ଲିଙ୍ଗ — ୩. The neuter gender.