Jump to content

ତୃତୀୟ ପୁରୁଷ

ଉଇକିଅଭିଧାନ‌ରୁ

ତୃତୀୟ ପୁରୁଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)

[ସମ୍ପାଦନା]
୧. ଆମ୍ଭେ ଓ ତୁମ୍ଭେ ଛଡ଼ା ଅନ୍ୟ ବ୍ୟକ୍ତି ବା ବସ୍ତୁ ବାଚକ ପଦ (ସେ, ତାହା) —୧. Third person in grammsr (e.g. He, she, it).
୨. ବାହାରର ଲୋକ; ନିଃସମ୍ପର୍କୀୟ ଲୋକ — ୨. An outsider; disinterested person.