Jump to content

ତୃଦ୍ (ଧାତୁ)

ଉଇକିଅଭିଧାନ‌ରୁ

ତୃଦ୍ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ଫଟାଇବା; ଚିରିବା — ୧. To cleave; to split.
୨. ବଧ କରିବା; ବିନାଶ କରିବା — ୨. To kill; to destroy.
୩. ମୁକ୍ତ କରିବା —୩. To set free.
୪. ଖାତର ନ କରିବା — ୪. To disregard (Apte).