Jump to content

ତୃପ୍ତ

ଉଇକିଅଭିଧାନ‌ରୁ

ତୃପ୍ତ

ଉଚ୍ଚାରଣ

[ସମ୍ପାଦନା]
(ତୃପ୍ତା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତୃପ୍ ଧାତୁ+କତ୍ତୃ. ତ)

[ସମ୍ପାଦନା]
୧. ସନ୍ତୁଷ୍ଟ; ପରିତୁଷ୍ଟ —୧. Satisfied; satiated; gratified; contented.
୨. ପ୍ରସନ୍ନ —୨. Pleased; cheerful.