ତୃପ୍ତି
ଦେଖଣା
ତୃପ୍ତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ତୃପ୍ ଧାତୁ+ଭାବ. ତି)
[ସମ୍ପାଦନା]- ୧. ସନ୍ତୋଷ; ପରିତୋଷ; ଇଚ୍ଛା ପୂର୍ଣ୍ଣ ହେବାରୁ ମନରେ ଜନ୍ମିବା ଆନନ୍ଦ — ୧. Satisfaction; gratification; satiety; fulfilment of one's desire; contentment.
- ୨. କ୍ଷୁଦାର ନିବୃତ୍ତି —୨. Gratification of hunger; satiety.
- ୩. ଆହ୍ଲାଦ —୩. Gladness.
- ୪. ତୃଷ୍ଣା ନିବୃତ୍ତି —୪. Satiation of thirst.
- ୫. ପ୍ରସନ୍ନତା —୫. Pleasure; cheerfulness.