Jump to content

ତୃପ୍ର

ଉଇକିଅଭିଧାନ‌ରୁ

ତୃପ୍ର

ଉଚ୍ଚାରଣ

[ସମ୍ପାଦନା]
(ତୃପ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ତୃପ୍ ଧାତୁ+କର୍ତ୍ତୃ. ର)

[ସମ୍ପାଦନା]
୧. ପୁରାଡ଼ାଶ — ୧. A sacrificial cake
୨. ଘୃତ; ଘିଅ —୨. Ghee; clarified butter.
୩. ଦୁଃଖ —୩. Sorrow; suffering.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ତୃପ୍ତ କରିବା ବ୍ୟକ୍ତି — Gratifying.