Jump to content

ତୃଷାତୁର

ଉଇକିଅଭିଧାନ‌ରୁ

ତୃଷାତୁର

ଉଚ୍ଚାରଣ

[ସମ୍ପାଦନା]
(ତୃଷାତୁରା—ସ୍ତ୍ରୀ) 

(ତୃଷାତୁରତା—ବି)

ସଂସ୍କୃତ - ବିଶେଷଣ - .ପୁଂ (୫ମୀ ତତ୍; ବା ୩ୟା ତତ୍; ତୃଷା+ଆତୁର)

[ସମ୍ପାଦନା]

ତୃଷା ହେତୁ ଆତୁର; ତୃଷାର୍ତ୍ତ — Thirsty.