Jump to content

ତୃଷାଭୂ

ଉଇକିଅଭିଧାନ‌ରୁ

ତୃଷାଭୂ

ଉଚ୍ଚାରଣ

[ସମ୍ପାଦନା]

(ତୃଷା ସ୍ଥାନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପେଟ ମଧ୍ୟରେ ଯେଉଁ ସ୍ଥାନରେ ଜୀବ ପିଇଥିବା ପାଣି ମୂତ୍ରାଶୟକୁ ଯିବା ପୂର୍ବରୁ ଜମା ରହେ — The bladder; that part of the belly where the water which an animals drinks, accumulates before passing into the kidney.