ତୃଷ୍ଣା
ଦେଖଣା
ତୃଷ୍ଣା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତୃଷ ଧାତୁ+ଭାବ. ଣ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଶୋଷ; ତୃଷା; ପିପାସା — ୧. Thirst.
- ୨. କୌଣସି ବସ୍ତୁ ପାଇବା ନିମନ୍ତେ ପ୍ରବଳ ଇଚ୍ଛା; ଲାଲସା — ୨. Inordinate desire or longing after a thing.
- ୩. ଲୋଭ —୩. Covetousness; greed.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ କେତେକ ଶବ୍ଦ ପରେ ବ୍ୟବହୃତ ହୁଏ; ଯଥା—ଧନତୃଷ୍ଣା; ବିଷୟତୃଷ୍ଣା; ମୃଗତୃଷ୍ଣା ଇତ୍ୟାଦି]