Jump to content

ତୃଷ୍ଣା ନିବୃତ୍ତି

ଉଇକିଅଭିଧାନ‌ରୁ

ତୃଷ୍ଣା ନିବୃତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତୃଷ୍ଣା+ନିବୃତ୍ତି)

[ସମ୍ପାଦନା]
୧. ପିପାସାର ଉପସମ ବା ତୃପ୍ତି — ୧. Satiety of thirst; quenching of thirst.
୨. ବାସନା କ୍ଷୟ; ବୈରାଗ୍ୟ; ସଂସାରିକ ବିଷୟ ପ୍ରତି ଆସକ୍ତିର ଅଭାବ — ୨. Renunciation of wordly desires.
୩. ତୃପ୍ତି —୩. Contentmont.
୪. ମନର ଶାନ୍ତି —୪. Tranquility of mind.